୯ ମାସ ଧରି ସ୍କୁଲରେ ନାହିଁ ବିଦ୍ୟୁତ୍; ବିଲ୍ ହେଲାଣି 14 ଲକ୍ଷ - cuttack news
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-4911386-thumbnail-3x2-ctc.jpg)
ଛାତ୍ରଛାତ୍ରୀମାନେ ସ୍କୁଲରେ ସୁସ୍ଥ ମାନସିକତାରେ ପାଠ ପଢିବେ। ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଯୋଜନା ପରେ ଯୋଜନା କରାଯାଉଛି। ମାତ୍ର କଟକ ମହାନଗର ନିଗମରେ ଏମିତି ଏକ ସ୍କୁଲ ଅଛି ଯେଉଁଠି ବିନା ବିଦ୍ୟୁତରେ ଚାଲିଛି ପାଠପଢା । କହିବାକୁ ଗଲେ ସ୍କୁଲରେ ଶତାଧିକ ଛାତ୍ରୀ ମାନଙ୍କୁ ମୌଳିକ ସେବା ଯୋଗାଇବାରେ ବିଫଳ ପ୍ରଶାସନ। ଦୀପ ତଳ ଅନ୍ଧାର ପରି ଥୋରିଆ ସାହିରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଏପରି ଅବସ୍ଥା ରହିଛି। ତେବେ ଆସନ୍ତୁ ଦେଖିବା ଇଟିଭି ଭାରତର ଏହି ଗ୍ରାଉଣ୍ଡ ଜିରୋ ରିପୋର୍ଟ ।