ମାସ୍କ ଦୁର୍ନୀତି ହୋଇ ନଥିବା ସ୍ପଷ୍ଟ କରନ୍ତୁ ମୁଖ୍ୟମନ୍ତ୍ରୀ: ନିରଞ୍ଜନ ପଟ୍ଟନାୟକ

By

Published : Jun 9, 2020, 6:05 PM IST

thumbnail

ଭୁବନେଶ୍ବର: ମହାମାରୀରେ ମହାଦୁର୍ନୀତି। ମାସ୍କ କିଣା ଦୁର୍ନୀତି ସମ୍ପର୍କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି । କୋରୋନା ସମୟରେ କେନ୍ଦ୍ର ସରକାରଙ୍କ ଟଙ୍କା ରାଜ୍ୟ ସରକାର ଅର୍ଥ ତୋଷାରପାତ କରିବାରେ ଲାଗିଛନ୍ତି । ଏଭଳି ଅନେକ ପ୍ରସଙ୍ଗରେ ମାସ୍କ କିଣା ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ନିରଞ୍ଜନ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.