ମଧୁପାଟଣା ଛକରୁ ବାଦାମବାଡ଼ି ଛକ ଯାଏ ପରିବା ମାର୍କେଟ - Madhupatna Chowk to Badambadi Chowk, become vagitable Market in cuttack
🎬 Watch Now: Feature Video

କଟକ: କୋରୋନା ପ୍ରଭାବ ଯୋଗୁଁ ଛତ୍ରବଜାର ପରିବା ମଣ୍ଡିରେ ଭିଡ଼ ଯୋଗୁଁ ପରିବା ମାର୍କେଟକୁ କଟକ ବାଦାମବାଡ଼ି ଅଞ୍ଚଳକୁ ସ୍ଥାନାନ୍ତରିତ କରାଯାଇଛି। ମଧୁପାଟଣା ଛକରୁ ବାଦାମବାଡ଼ି ଛକ ମଧ୍ୟରେ ରିଟେଲ ର ପରିବା ବ୍ୟବସାୟୀଙ୍କୁ ବ୍ୟବସାୟ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଖାଉଟି ମାନେ ଯେପରି ଭିଡ଼ ନ ଜମାଇବେ ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗୋଲାକାର ବ୍ୟବସ୍ଥା କରାଯାଇଛି। ଏନେଇ ଅଧିକ ସୂଚନା ଦେଉଛନ୍ତି କଟକରୁ ସମ୍ବାଦଦାତା ନାରାୟଣ ସାହୁ ...
TAGGED:
କରୋନା ପ୍ରଭାବ