କପି ନା କଣ୍ଟେଣ୍ଟ କାହାକୁ ନେଇ ଚାଲିଛି ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି... - କପି ନା କଣ୍ଟେଣ୍ଟ କାହାକୁ ନେଇ ଚାଲିଛି ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି

🎬 Watch Now: Feature Video

thumbnail

By

Published : Jan 28, 2021, 10:24 PM IST

ଭୁବନେଶ୍ବର: ଦିନକୁଦିନ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ମୌଳିକ କଥା ବସ୍ତୁ ହଜିବାକୁ ବସିଲାଣି । ଆଉ ଓଡିଶାର ଦର୍ଶକ ଓଡ଼ିଆ ସିନେମା ପ୍ରତି ମୁଁହ ଫେରିଇଲେଣି । ଏଭଳି ପରିସ୍ଥିତିରେ ଇଣ୍ଡଷ୍ଟ୍ରି ସୁଧାର କିଭଳି ଆସିବ ଓ ଏହାର ଉନ୍ନତି କିଭଳି ହେବେ ଏବଂ କାହିଁକି ଓଡ଼ିଆ ଫିଲ୍ମ ପ୍ରତି ଲୋକଙ୍କର ଆଗ୍ରହ କମୁଛି । ଏହାସହ କପି ନା କଣ୍ଟେଣ୍ଟ କାହାକୁ ନେଇ ଚାଲିଛି ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି, ଏନେଇ ଆମ ସହ ଆଲୋଚନା କରିଛନ୍ତି ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା । ଦେଖନ୍ତୁ ଭିଡିଓ...

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.