କୋରୋନା ଟିପ୍ସ; ଡାକ୍ତର ଲଳିତ ମୋହନ ନାୟକଙ୍କ ସହ ସାକ୍ଷାତକାର, ପାର୍ଟ-7 - Interview with Dr. Lalit Mohan Nayak
🎬 Watch Now: Feature Video
ଜୟପୁର: ଆମେ ଘରେ ରହି ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବା । ସରକାରଙ୍କ(ଆୟୁଷ) ଗାଇଡ୍ଲାଇନ୍କୁ ମାନିବା । ପୁଷ୍ଟିକର ଖାଦ୍ୟ ଖାଇବା ଏବଂ ଗରମ ଗରମ ଖାଦ୍ୟ ଖାଇବା ଜରୁରୀ । ଏହାସହ ନିତିଦିନ ବ୍ୟାୟାମ କରିବା ଜରୁରୀ ବୋଲି କହିଛନ୍ତି ପବ୍ଲିକ୍ ହେଲଥ୍ ଏକ୍ସପର୍ଟ ଆଣ୍ଡ୍ ସୋସିଆଲ ସାଇଣ୍ଟିଷ୍ଟ ଡକ୍ଟର ଲଳିତ ମୋହନ ନାୟକ ।
Last Updated : May 4, 2020, 11:32 AM IST