ମାଗଣାରେ ମିଳୁଛି ମାସ୍କ, ଏହା ସୁରକ୍ଷିତ କି ? - corona news

🎬 Watch Now: Feature Video

thumbnail

By

Published : Mar 17, 2020, 11:33 PM IST

ଭୁବନେଶ୍ବର: ମାଗଣାରେ ମିଳୁଛି ମାସ୍କ। ଲାଗିଛି ଲମ୍ବା ଲାଇନ। ଟେଲର ମେସିନରେ ହେଉଛି ମାସ୍କ ତିଆରି । ସାମାଜିକ ସଂଗଠନ ଏଭଳି ମାସ୍କ ସାଧାରଣ ଲୋକଙ୍କୁ ବାଣ୍ଟୁଛନ୍ତି। ଏ ଦୃଶ୍ୟ କଳ୍ପନା ଛକ ଟ୍ରାଫିକ ସିଗନାଲ କଡର।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.