5T ପୋଲ ଖୋଲିଲେ ଡାକ୍ତର, ସାଦା କାଗଜରେ ଲେଖୁଛନ୍ତି ପ୍ରେସକ୍ରିପସନ

🎬 Watch Now: Feature Video

thumbnail

By

Published : Jan 22, 2020, 9:20 PM IST

ପୁରୀ: ସରକାରୀ ଚିକିତ୍ସାଳୟରେ ଶୋଷଣ ହେଉଛନ୍ତି ରୋଗୀ । ଏହାସହ ସବୁ ନିତି ନିୟମକୁ ଡାକ୍ତର ବାବୁ ବେଖାତିର କରୁଥିବା ଅଭିଯୋଗ ହୋଇଛି । ନିରାମୟ କେନ୍ଦ୍ରରୁ ଔଷଧ ନ ଆଣି ବାହାରୁ ଆଣିବାକୁ ସାଦା କାଗଜରେ ଲେଖା ଦେଉଛନ୍ତି ଡାକ୍ତର । ଏହି ଖବର ସାମ୍ନାକୁ ଆସିବା ପରେ ମେଡିସିନ ରିପ୍ରେଜେନଟିଭ ଓ ଡାକ୍ତରଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ଚାଲିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ଜଣେ ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଚନ୍ଦନପୁର ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରରେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.