କଟକରେ ସପ୍ତାହିକ ସଟଡାଉନ କଟକଣା, ସୁରକ୍ଷା ବ୍ୟବସ୍ଥା କଡାକଡି - କଟକରେ ସପ୍ତାହିକ ସଟଡାଉନ କଟକଣା
🎬 Watch Now: Feature Video
କଟକ: କୋରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ସିଲଭରସିଟିରେ ବଳବତ୍ତର ରହିଛି ସପ୍ତାହିକ ସଟଡାଉନ । ପୋଲିସ ପକ୍ଷରୁ ପ୍ରତ୍ୟେକ ଛକରେ କଡ଼କଡି ଚେକିଂ କରାଯାଉଛି । ଯେଉଁମାନେ ବିନା କାରଣରେ ରାଜରାସ୍ତାକୁ ଆସୁଛନ୍ତି ସେମାନଙ୍କ ଠାରୁ ଫାଇନ କାଟୁଛି ପୋଲିସ । ଏହା ସହ ତାଗିଦ ମଧ୍ୟ କରୁଛି । ତେବେ, ସଟଡାଉନରେ କିଭଳି ରହିଛି ସୁରକ୍ଷା ବ୍ୟବସ୍ଥା ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ