ଏଥର ବାଲିଯାତ୍ରାରେ ଜଳକ୍ରୀଡା ସାଙ୍ଗକୁ ପଥ ଉତ୍ସବ

By

Published : Nov 12, 2019, 9:36 AM IST

thumbnail

କଟକ: ଆଜି କାର୍ତ୍ତିକ ପୂର୍ଣ୍ଣିମା । ଉଦଘାଟିତ ହେବ କଟକର ଐତିହାସିକ ବାଲିଯାତ୍ରା । ଲୋକାରଣ୍ୟ ହୋଇ ଉଠିବ ମହାନଦୀ ପଠା । ଏଥିପାଇଁ ପଡିଆରେ ସମସ୍ତ ପ୍ରକାର ପ୍ରସ୍ତୁତି ପହଞ୍ଚିଛି ଶେଷ ପର୍ଯ୍ୟାୟରେ । ଵର୍ତ୍ତମାନ ସୁଦ୍ଧା 70 ପ୍ରତିଶତରୁ ଉର୍ଦ୍ଧ୍ବ ଷ୍ଟଲର ନିର୍ମାଣ କାର୍ଯ୍ୟ ସରିଥିବାବେଳେ ବାକି 30 ପ୍ରତିଶତ ମଙ୍ଗଳବାର ସକାଳ ସୁଦ୍ଧା ଶେଷ ହୋଇଯିବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.