ଆଜି ଧନତେରାସ, ସୁନା ଦୋକାନରେ ଲାଗିଛି ଗହଳି - ସୁନା ଦୋକାନରେ ଲାଗିଛି ଗହଳି

🎬 Watch Now: Feature Video

thumbnail

By

Published : Nov 13, 2020, 1:17 PM IST

Updated : Nov 13, 2020, 2:58 PM IST

ଭୁବନେଶ୍ବର: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ତା ପୂର୍ବରୁ ସାରା ଦେଶରେ ପାଳିତ ହୁଏ ଧନତେରାସ । ଧନତେରାସରେ ଦେବୀ ଧନ୍ବନ୍ତରୀଙ୍କ ପୂଜା ହୁଏ । ବିଶ୍ବାସ ରହିଛି ଏହି ଦିନ ସୁନା କିଣିଲେ ସ୍ବଂୟ ମା ଲକ୍ଷ୍ମୀ ଘରକୁ ଆସନ୍ତି । ଆଉ ସେହି ବିଶ୍ବାସକୁ ନେଇ ଅଧିକାଂଶ ଲୋକେ ଏହି ଦିନ ସୁନା କିଣିଥାନ୍ତି । ମୁଖ୍ୟତଃ ଧନତେରାସ ଓଡିଶାର ପର୍ବ ହୋଇନଥିଲେ ବି ରାଜ୍ୟରେ କିନ୍ତୁ ଧନତେରାସକୁ ନେଇ ଲୋକଙ୍କ ମଧ୍ୟରେ ରହିଛି ଢେର୍‌ ଆଗ୍ରହ । ଆଉ ଲୋକଙ୍କୁ ଆଗ୍ରହକୁ ଦେଖି ଗହଣା ବ୍ୟବସାୟୀ ମଧ୍ୟ ଅଫରର ବର୍ଷା କରନ୍ତି । ରାଜଧାନୀରେ କିପରି ଚାଲିଛି ସୁନାଗହଣା ବ୍ୟବସାୟ । ଭୁବନେଶ୍ବର ସମ୍ବାଦଦାତା ତାପସ ପରିଡା ।
Last Updated : Nov 13, 2020, 2:58 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.