thumbnail

ଭାରତ ବନ୍ଦ: ଶୁଣନ୍ତୁ କଣ କହୁଛନ୍ତି ବିଧାୟକ ସୁର ରାଉତରାୟ...

By

Published : Dec 8, 2020, 11:02 AM IST

ଭୁବନେଶ୍ବର: କୃଷକ ସଙ୍ଗଠନ ଦେଇଥିବା ଭାରତ ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ମଧ୍ୟ ଭାରତ ବନ୍ଦ ସମର୍ଥନରେ ବାହାରି ଆନ୍ଦୋଳନ କରିଛି । ଭୁବନେଶ୍ବରରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏହି ବନ୍ଦରେ ସାମିଲ ହେବା ସହ ରାଲି କରୁଥିବା ଦେଖିବାକୁ ମିଳିଛି । ତେବେ ବନ୍ଦ ନେଇ ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ତାପସ ପରିଡା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.