ଦୁର୍ଗାପୂଜା ପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ, ବାହାରୁ ଆସିଲେ 100 ଅଫିସର - exclusive interview with cuttack dcp
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9260262-thumbnail-3x2-jjjpg.jpg)
କଟକ: ଦୁର୍ଗାପୂଜା ପାଇଁ ପ୍ରସ୍ତୁତ କଟକ କମିଶନରେଟ ପୋଲିସ। ଚଳିତବର୍ଷ କୋଭିଡ କଟକଣା ପାଇଁ ନିରାଡ଼ମ୍ବର ଭାବରେ ପୂଜା କରାଯିବ। ବିଶେଷକରି କୌଣସି ମଣ୍ଡପରେ ଡ଼ାକବାଜି ଯନ୍ତ୍ର,କିମ୍ବା ସାଜସଜା କରାଯିବ ନାହିଁ। ସମସ୍ତ ମଣ୍ଡପ ଆଗରେ ପରଦା ଟାଣିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ମଣ୍ଡପ ଆଗରେ ଯେପରି ଭିଡ଼ ନଜମେ,ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଏବଂ ୧୦୦ ଅଫିସରଙ୍କୁ ବାହାରୁ ଅଣାଯାଇଛି ବୋଲି କଟକ ଡିସିପି କହିଛନ୍ତି।