କଟକରେ ହୋଇଛି 3.5 ଲକ୍ଷ ଟୀକାକରଣ

By

Published : Jun 12, 2021, 10:42 PM IST

thumbnail
ଭୁବନେଶ୍ବର: କଟକର କୋରୋନା ସ୍ଥିତି ପାଇଁ ସିଏମସି କମିଶନର ଅନନ୍ୟା ଦାସଙ୍କ ସାମ୍ବାଦିକ ସମ୍ମିଳନୀ । କଟକ ସହରରେ 3.5 ଲକ୍ଷ ଟୀକାକରଣ ହୋଇଛି । 18 ରୁ 44 ବୟସ ମଧ୍ୟରେ 1.5 ଲକ୍ଷ ଲୋକଙ୍କୁ ଟୀକାକରଣ ହୋଇଥିବା ବେଳେ 45 ରୁ 95 ବୟସ ମଧ୍ୟରେ 85 ହଜାର ଟୀକାକରଣ ହୋଇଛି । 60 ରୁ ଅଧିକ ବୟସ୍କଙ୍କୁ 72 ହଜାର ଟୀକାକରଣ ହୋଇଛି । ଏଥିସହିତ କଟକରେ ବର୍ତ୍ତମାନ କୋଭିଡ ସ୍ଥିତି ନିୟନ୍ତ୍ରଣରେ ଥିବାରୁ ପ୍ରଶାସନ ଠାରୁ ଆରମ୍ଭ କରି ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଛନ୍ତି । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.