ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, ତୃତୀୟ ଲହର ନେଇ ରାଜ୍ୟବାସୀଙ୍କୁ କରାଇଲେ ସତର୍କ - କୋରୋନା ପ୍ରେସମିଟ

🎬 Watch Now: Feature Video

thumbnail

By

Published : Aug 4, 2021, 7:18 PM IST

Updated : Aug 4, 2021, 7:51 PM IST

ଭୁବନେଶ୍ବର: କୋରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ । କୋରୋନାର ମୁକାବିଲା ପାଇଁ ଏହାର ମୁଖ୍ୟ ଅସ୍ତ୍ର ମାସ୍କ, ସାନିଟାଇଜର ଓ ସାମଜିକ ଦୂରତା ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ କଲେ ଅନୁରୋଧ। କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତ। ଏହା ସହ ରାଜ୍ୟରେ ଦ୍ବିତୀୟ ଲହରରେ କୋରୋନା ଯୋଦ୍ଧାଙ୍କ କାର୍ଯ୍ୟକୁ ମଧ୍ୟ ଉତ୍ସାହିତ କରିଛନ୍ତି । ତେବେ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ହେଲେ ଲକଡାଉନ ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ । ତେଣୁ ଜୀବନ ଅମୂଲ୍ୟ ନିଷ୍ପତ୍ତି ଜନସାଧାରଣଙ୍କ ହାତରେ ବୋଲି ମୁଖ୍ୟମନ୍ତ୍ରୀ କହିନ୍ତି । ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ
Last Updated : Aug 4, 2021, 7:51 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.