ଜଳକ୍ରୀଡା ସମୟରେ ଓଲଟିଲା ବୋଟ, ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ - Boat capsize news
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9530686-thumbnail-3x2-boat.jpg)
ପୁରୀ: ସମୁଦ୍ରରେ ଜଳକ୍ରୀଡା ସମୟରେ ଅଘଟଣ। ଗୁରୁବାର ଉଦଘାଟିତ ହୋଇଥିବା ଏକ ସ୍ପିଡ ବୋଟ ପୁରୀ ହୋଟେଲ ସମ୍ମୁଖ ସମୁଦ୍ରରେ ବୁଡିଯାଇଛି। ଅଳ୍ପକେ ବଞ୍ଚିଯାଇଛନ୍ତି ପର୍ଯ୍ୟଟକ । ବୋଟଟି ବୁଡିଯାଇଥିବାବେଳେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଗୋଟିଏ ପରିବାର । ପଶ୍ଚିମବଙ୍ଗର ବିଶ୍ବବନ୍ଧୁ ମୁଖାର୍ଜୀଙ୍କ ପରିବାରର ପୁରୀ ବୁଲିବାକୁ ଆସିଥିଲେ। ଅପରାହ୍ନରେ ଏହି ପରିବାରର 6 ଜଣ ସ୍ପିଡ ବୋଟରେ ସମୁଦ୍ରରେ ଜଳକ୍ରୀଡା ପାଇଁ ଯାଇଥିଲେ। ବାଥିଂ ଜୋନରେ ଜଳକ୍ରୀଡା ପାଇଁ ଅନୁମତି ପାଇଥିବା ଏକ କମ୍ପାନୀର ସ୍ପିଡ଼ ବୋଟ ଏହି ପରିବାରକୁ ନେଇ ପୁରୀ ହୋଟେଲ ସମ୍ମୁଖ ସମୁଦ୍ରକୁ ଯାଇଥିଲା।