ବାଲେଶ୍ବର ଉପନିର୍ବାଚନ: ଭୋଟ ଦେଲେ ବିଜେଡି ପ୍ରାର୍ଥୀ - Balasore By Election News
🎬 Watch Now: Feature Video
ବାଲେଶ୍ବର: ସଦର ଉପନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ସ୍ବରୂପ ଦାସ। ଆଜିମାବାଦର 160 ନଂ ବୁଥରେ ସ୍ବରୂପ ଭୋଟ ଦେଇଛନ୍ତି। ତେବେ ବିଭିନ୍ନ ବୁଥ ବୁଲିବା ପରେ ଲୋକଙ୍କ ସମର୍ଥନ ତାଙ୍କ ପ୍ରତି ରହିଛି ବୋଲି ସେ କହିଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ