Municipal Election: ବ୍ରହ୍ମପୁରରେ ସ୍ବାଧୀନ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର - ପୌର ନିର୍ବାଚନ ପ୍ରଚାର

🎬 Watch Now: Feature Video

thumbnail

By

Published : Mar 22, 2022, 9:26 PM IST

Updated : Feb 3, 2023, 8:20 PM IST

ବ୍ରହ୍ମପୁର: ପୌର ନିର୍ବାଚନକୁ ନେଇ ପ୍ରାର୍ଥୀ କରୁଛନ୍ତି ଜୋରଦାର ପ୍ରଚାର । ତେବେ ଶେଷ ଦିନରେ ବ୍ରହ୍ମପୁର ମହାନଗର ନିଗମର ୧୯ ନମ୍ବର ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀନୀ ସୁମତି ସେଠୀଙ୍କ ଜୋରଦାର ପ୍ରଚାର କରିଛନ୍ତି । ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର କୁମାର ଆଚାର୍ଯ୍ୟ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.