ବଜାରରେ ଜୋରଦାର ଅଭିବୃଦ୍ଧି, 400 ପଏଣ୍ଟ ଉଛୁଳିଲା ସେନସକ୍ସ - ପୁଞ୍ଜି ବଜାରେ ପ୍ରଫିଟ

🎬 Watch Now: Feature Video

thumbnail

By

Published : Jul 9, 2020, 7:55 PM IST

ମୁମ୍ବାଇ: ଗୋଟିଏ ଦିନର ହ୍ରାସ ପରେ ଗୁରୁବାର ସେୟାର ବଜାରରେ ପୁଣି ଅଭିବୃଦ୍ଧି ଦେଖାଦେଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ 30 ସେୟାର ଆଧାରିତ ସେନସେକ୍ସ 409 ପଏଣ୍ଟ ବୃଦ୍ଧି ପାଇ 36,737.69ରେ ବନ୍ଦ ହୋଇଛି । ସେହିପରି ନିଫ୍ଟି 107 ପଏଣ୍ଟ ଚଢି 10,813.45ରେ ବନ୍ଦ ହୋଇଛି । ସେପଟେ ପେଟ୍ରୋଲ ଓ ଡିଜେଲ ଦାମ ମଧ୍ୟ ଗୁରୁବାର ଅପରିବର୍ତ୍ତିତ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.