thumbnail

By

Published : Oct 27, 2020, 6:08 PM IST

ETV Bharat / Videos

ସାଢେ 40 ହଜାର ଟପିଲା ସେନସେକ୍ସ , ପ୍ରଫିଟରେ କୋଟକ ବ୍ୟାଙ୍କ ସେୟାର

ମୁମ୍ବାଇ: କାରବାରର ଦ୍ବିତୀୟ ଦିନରେ ବିଏସଇ ସେନସେକ୍ସ 377 ପଏଣ୍ଟ ମଜବୁତ । କୋଟକ ମହିନ୍ଦ୍ରା ବ୍ୟାଙ୍କର ଭଲ ତ୍ରୟମାସିକ ପରିଣାମ ପରେ ଏହାର ସେୟାରରେ 12 ପ୍ରତିଶତ ବୃଦ୍ଧି ହୋଇଛି । ଫଳରେ ବଜାରରେ ସକରାତ୍ମକ ପ୍ରଭାବ ପଡିଛି । 30 ସେୟାର ଆଧାରିତ ବିଏସଇ ସେନସେକ୍ସ ମଙ୍ଗଳବାର 376.60 ପଏଣ୍ଟ ବୃଦ୍ଧି ପାଇ 40,522.10 ରେ ପହଞ୍ଚିଛି । ସେପଟେ ଏନଏସଇ ନିଫ୍ଟି 121.65 ପଏଣ୍ଟ ବଢି 11,889.40 ରେ ବନ୍ଦ ହୋଇଛି । ସେହିରି ଅନ୍ତରାଷ୍ଟ୍ରୀୟ ବିଦେଶୀ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା 13 ପଇସା ବଢି 73.71 ରେ ବନ୍ଦ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.