ମାର୍କେଟ ଅପଡେଟ: ଖସିଲା ସେନସେକ୍ସ ଓ ନିଫ୍ଟି , ତେଲ ଦାମ ସ୍ଥିର - diesel prices

🎬 Watch Now: Feature Video

thumbnail

By

Published : Sep 8, 2020, 5:48 PM IST

ମୁମ୍ବାଇ: ଦୁର୍ବଳ ବୈଶ୍ବିକ ସଙ୍କେତ ମଧ୍ୟରେ ଭାରତୀ ଏୟାରଟେଲ, ଆକ୍ସିସ ବ୍ୟାଙ୍କ ଓ ଏଚଡିଏଫସି ସେୟାରରେ ହ୍ରାସ ଦ୍ବାରା ପୁଞ୍ଜି ବଜାର ରେଲ ଆଲର୍ଟରେ ବନ୍ଦ ହୋଇଛି । ମଙ୍ଗଳବାର ବିଏସଇର 30 ସେୟାର ଆଧାରିତ ସେନସେକ୍ସ ପ୍ରାରମ୍ଭିକ ଲାଭ ହରାଇ 52 ପଏଣ୍ଟ ହ୍ରାସ ସହ 38,365.35 ରେ ବନ୍ଦ ହୋଇଛି ।1,317 ପଏଣ୍ଟରେ କାରବାର ବନ୍ଦ କରିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 37 ପଏଣ୍ଟ ଖସି ସେପଟେ ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.