ମାର୍କେଟ ରାଉଣ୍ଡଅପ: ସାମାନ୍ୟ ହ୍ରାସ ସହ ବଜାର ବନ୍ଦ, ଡିଜେଲ ଦାମ ହ୍ରାସ - ବଜାର ହାଲଚାଲ

🎬 Watch Now: Feature Video

thumbnail

By

Published : Sep 3, 2020, 5:57 PM IST

ମୁମ୍ବାଇ: ଗୁରୁବାର ବିଏସଇ ସେନସେକ୍ସ 95.09 ପଏଣ୍ଟ ହ୍ରାସ ହୋଇ 38,990.94ରେ କାରବାର ବନ୍ଦ କରିଛି । ସେହିପରି ଏନଏସଇ ନିଫ୍ଟି 7.55 ପଏଣ୍ଟ କମି 11,527.45ରେ ପହଞ୍ଚିଛି । ସେନସେକ୍ସ ସେୟାର ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କ ସବୁଠୁ ଅଧିକ କ୍ଷତି ସହିଥିବାବେଳେ ଭାରତୀ ଏୟାରଟେଲ, ଆକ୍ସିସ ବ୍ୟାଙ୍କ, କୋଟକ ବ୍ୟାଙ୍କ ଏବଂ ପାୱରଗ୍ରୀଡ ସେୟାର ମଧ୍ୟ ଖସିଛି । ଅନ୍ୟପଟେ ଟିଟନ, ଟେକ ମହିନ୍ଦ୍ରା, ନେସଲ , ମାରୁତି, ସନ ଫାର୍ମା ଏବଂ ଏସିଆନ ପେଣ୍ଟସ ସେୟାର ଉପରମୁହାଁ ରହିଛି । ସେହିପରି ଆଜି 6 ମାସରେ ପ୍ରଥମ ଥର ପାଇଁ ଡିଜେଲ ଦାମ ହ୍ରାସ ହୋଇଛି ଓ ପେଟ୍ରୋଲ ଦାମ ଅପରିବର୍ତ୍ତିତ ଅଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.