thumbnail

ମାର୍କେଟ ରାଉଣ୍ଡ ଅପ୍: ତଳମୁହାଁ ସେନସେକ୍ସ, 11650 ତଳେ ନିଫ୍ଟି

By

Published : Oct 30, 2020, 6:18 PM IST

ମୁମ୍ବାଇ: କାରବାର ସପ୍ତାହର ଶେଷ ଦିନରେ ବଜାର ରେଡ ଆଲର୍ଟରେ ବନ୍ଦ । ଶୁକ୍ରବାର ଦୁର୍ବଳ ବୈଶ୍ବିକ ସଙ୍କେତ ମଧ୍ୟରେ ଇମ୍ଫୋସିସ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଭାରତୀ ଏୟାରେଟଲ ଭଳି ପ୍ରମୁଖ ସେୟାର ତଳମୁହାଁ ଯୋଗୁଁ ଖସିଛି ଘରୋଇ ବଜାର । ବିଏସଇ ସେନସେକ୍ସ 135.78 ପଏଣ୍ଟ ହ୍ରାସ ହୋଇ 39,614.07 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 28.40 ପଏଣ୍ଟ କମି 11,642.40 ପଏଣ୍ଟରେ ପହଞ୍ଚିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.