ମାର୍କେଟ ଅପଡେଟ: 39 ହଜାର ଟପିଲା ସେନସେକ୍ସ - 39 ହଜାର ଟପିଲା ସେନସେକ୍ସ

🎬 Watch Now: Feature Video

thumbnail

By

Published : Aug 26, 2020, 5:45 PM IST

ମୁମ୍ବାଇ: ଲଗାତାର ବିଦେଶୀ ନିବେଶ ପ୍ରବାହ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ , ଇମ୍ଫୋସିସ ଓ କୋଟାକ ମହିନ୍ଦ୍ରା ବ୍ୟାଙ୍କର ସେୟାରରେ ଜୋରଦାର ବୃଦ୍ଧି ହୋଇଛି । ଫଳରେ ବୁଧବାର ବିଏସଇ ସେନସେକ୍ସ 230 ପଏଣ୍ଟ ବୃଦ୍ଧି ହୋଇ 39,073.92 ରେ ବନ୍ଦ ହୋଇଥିଲା ବେଳେ ଏନଏସଇ ନିଫ୍ଟି 77.35 ପଏଣ୍ଟ ବଢି 11,549.60 ରେ ପହଞ୍ଚିଛି । ସେପଟେ 6 ଦିନ ଧରି ବୃଦ୍ଧି ହୋଇଥିବା ପେଟ୍ରୋଲ ଦାମରେ ଆଜି ବ୍ରେକ ଲାଗିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.