thumbnail

By

Published : Jan 28, 2020, 1:20 PM IST

ETV Bharat / Videos

ଜାଣନ୍ତୁ, 90 ବର୍ଷର ରେଳ ବଜେଟ ପରମ୍ପରାର ଇତିହାସ

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି, ଏପରି ଏକ ସମୟ ଥିଲା ଯେବେ କେନ୍ଦ୍ର ରେଳ ମନ୍ତ୍ରୀ ଭାରତୀୟ ରେଳବାଇ ପାଇଁ ସ୍ବତନ୍ତ୍ର ବଜେଟ ଉପସ୍ଥାପନ କରୁଥିଲେ । 1924ରୁ 2016 ପର୍ଯ୍ୟନ୍ତ କେନ୍ଦ୍ର ସରକାର ପ୍ରତି ଆର୍ଥିକ ବର୍ଷରେ ପୃଥକ ପୃଥକ 2ଟି ବଜେଟ ଆଗତ କରୁଥିଲେ । ପ୍ରଥମ ଅର୍ଥବ୍ୟବସ୍ଥାର ବିକାଶ ପାଇଁ ସାଧାରଣ ବଜେଟ ଅନ୍ୟଟି ରେଳ ବଜେଟ । ବିଗତ 2017-18 ଆର୍ଥିକ ବର୍ଷର ବଜେଟରେ ଏହି ପରମ୍ପରାକୁ ପଛରେ ପକାଇ ଅଣାଯାଇଥିଲା କେବଳ ଗୋଟିଏ ବଜେଟ । ରେଳ ବଜେଟ ବିଷୟରେ ଅଧିକ ଜାଣିବା ପାଇଁ ଦେଶନ୍ତୁ ଏହି ବିଶେଷ ରିପୋର୍ଟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.