ସରପଞ୍ଚ ଏବେ ନେବେ ନିଜ ପଞ୍ଚାୟତ ଦାୟିତ୍ବ - ସରପଞ୍ଚ ଏବେ ନେବେ ନିଜ ପଞ୍ଚାୟତତ ଦାୟିତ୍ବ
🎬 Watch Now: Feature Video
ଏଣିକି ସରପଞ୍ଚଙ୍କୁ ମିଳିବ ଜିଲ୍ଲାପାଳଙ୍କ କ୍ଷମତା । ରାଜ୍ୟର ପ୍ରତିଟି ପଞ୍ଚାୟତର କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଏହା ହେଉଛି ଏକ ସ୍ୱତନ୍ତ୍ର ଓ ଅଭିନବ ପଦକ୍ଷେପ । ଲକଡାଉନ ପରେ ବା ପୂର୍ବରୁ କୌଣସି ବ୍ୟକ୍ତି ଜିଲ୍ଲା ବାହାରୁ ଆସିଲେ ସରପଞ୍ଚ ତୁରନ୍ତ ପଞ୍ଚାୟତ ଅଫିସରେ ସେହି ବ୍ୟକ୍ତିଙ୍କ ନାମ ପଞ୍ଜିକରଣ କରାଇବେ। ଏଥିସହ 14 ଦିନ କ୍ବାରେଣ୍ଟାଇନରେ ରଖି ତାଙ୍କ ଖାଦ୍ୟପେୟ ବନ୍ଦୋବସ୍ତ କରିବେ।