ସୋଲେ ଡାଇଲଗ୍ କହି ଫସିଲେ ପୋଲିସ, କାରଣ ଦର୍ଶାଅ ନୋଟିସ ଜାରି - ସୋଲେ ଡାଇଲଗ୍ କହି ଫସିଲେ ପୋଲିସ
🎬 Watch Now: Feature Video
ଲକ୍ଷ୍ନୌ:ଡାଇଲଗ କହି ଫସିଗଲେ ଡାଙ୍ଗୀ । "କଲ୍ୟାଣପୁରା ସେ 50-50 କିଲୋମିଟର କି ଦୁରୀ ପର୍ ଜବ୍ ବଚା ରୋତା ହୈତେ ମା କେହତି ହେ, ଚୁପ୍ ହୋ ଜା ବେଟା ନେହିତୋ ଡାଙ୍ଗୀ ଆ ଜାୟେଗା । ତେବେ ଫେମସ ବଲିଉଡ୍ ଫିଲ୍ମ ସୋଲେର ଏହି ଡାଇଲଗକୁ ମାଇକରେ ପ୍ରଚାର କରି ଅଡୁଆରେ କାର୍ଯ୍ୟରତ ପୋଲିସ ଅଫିସର । ଏନେଇ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଜାବୁଆ ଅତିରିକ୍ତ ପୋଲିସ ଅଧୀକ୍ଷକ ଆନନ୍ଦ ସିଂ କହିଛନ୍ତି, "ଡାଙ୍ଗୀଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି । ପ୍ରାଥମିକ ଅନୁସନ୍ଧାନ ପରେ ଏହି ଘଟଣାରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"