thumbnail

By

Published : Dec 8, 2021, 6:42 PM IST

ETV Bharat / Videos

ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ, ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ

କଟକ: ବୋର୍ଡର ଏକ ତରଫା ଭାବେ ନିଷ୍ପତ୍ତି ନେଉଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଓଷ୍ଟା, ଅବିଭାବକ ଓ ବୁଦ୍ଧିଜୀବୀ ମିଳିତ ସଂଘ । ବୋର୍ଡ ନିଷ୍ପତ୍ତିକୁ ବିରୋଧ କରି ଆଜି(ବୁଧବାର) ବୋର୍ଡ କାର୍ଯ୍ୟାଳୟ ସାମ୍ନାରେ ଏହି ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏପରିକି ବୋର୍ଡରେ ଦୁର୍ନୀତି ଚାଲୁଥିବା ନେଇ ସିଧାସଳଖ ଅଭିଯୋଗ କରିଛି ଏହି ସଂଗଠନ। ତେବେ ଏନେଇ ଆନ୍ଦୋଳନକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ । କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.