ଲିଙ୍ଗରାଜ ମନ୍ଦିର ବିରୋଧରେ ବଡ ଚକ୍ରାନ୍ତ: ସେବାୟତ

By

Published : Feb 12, 2021, 1:59 PM IST

thumbnail
ଭୁବନେଶ୍ବର: ଜାତୀୟ ସ୍ମାରକ ପ୍ରାଧିକରଣ ପ୍ରସ୍ତାବିତ ଅଧିନିୟମକୁ ପ୍ରତ୍ୟାହାର କରିବାକୁ ଲିଙ୍ଗରାଜ ମନ୍ଦିର ସେବାୟତ ସଙ୍ଘ ପକ୍ଷରୁ ଦାବି କରାଯାଇଛି । ଏନଏନଏ ପ୍ରସ୍ତାବିତ ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର ଦାବି କଲେ 4 ନିଯୋଗର ସେବାୟତ ପ୍ରତିନିଧି। ତେବେ ପୁରୀ ଶ୍ରୀମନ୍ଦିର ଅର୍ଡର କ୍ୟାନ୍ସଲ ହେଲା ସେଇ ଗୋଟିଏ ଅର୍ଡରରେ ଲିଙ୍ଗରାଜ ମନ୍ଦିର କେମିତି ନହେବ ବୋଲି ପ୍ରଶ୍ନ କରିଛନ୍ତି ସେବାୟତ। ଏନେଇ ସେବାୟତ ନିଯୋଗଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା । ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.