ହୁ ହୁ ହୋଇ ଜଳୁଛି ବିରାଟ ଗଛ, ନିଆଁ ଲିଭାରେ ଦମକଳ ବାହିନୀ - Kolhapur of Maharashtra
🎬 Watch Now: Feature Video
ମୁମ୍ବାଇ: ହୁ ହୁ ହୋଇ ଜଳୁଛି ବିଶାଳ ଗଛ। ପ୍ରବଳ ବର୍ଷା ଓ ବିଜୁଳି ପରେ ଗଛରେ ନିଆଁ ଲାଗିଛି। ଖବର ପାଇ ଦମକଳ ବାହିନୀ ସଙ୍ଗେ ସଙ୍ଗେ ନିଆଁକୁ ଆୟତ କରିବାକୁ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ତେବେ ଏହି ଦୃଶ୍ୟଟି ମହାରାଷ୍ଟ୍ର ତାଲୁକାର କୋହ୍ଲାପୁରର। ଜିଲ୍ଲାରେ ଗତରାତିରେ ପ୍ରବଳ ବର୍ଷା ଯୋଗୁଁ ଏହି ବିଶାଳକାୟ ଗଛରେ ନିଆଁ ଲାଗିଛି।