Municipal Poll: ସାମ୍ବାଦିକଙ୍କ ମେଳିରେ ସୁଲୋଚନା: ଚା' ପିଇଲେ, ସେଲ୍ଫି ନେଲେ - ସାମ୍ବାଦିକଙ୍କ ସହ ଚା’ ପିଇଲେ ସୁଲୋଚନା
🎬 Watch Now: Feature Video
ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପରେ ଜମିଲାଣି ପ୍ରଚାର । ମୈଦାନରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ । ତେବେ ଆଜି ମଧ୍ୟାହ୍ନରେ ହଠାତ ସାମ୍ବାଦିକଙ୍କ ଖଟିରେ ପହଞ୍ଚିଥିଲେ ସୁଲୋଚନା । ସାମ୍ବାଦିକଙ୍କ ସହ କିଛି ସମୟ ଅତିବାହିତ କରିଥିଲେ । ସୁଲୋଚନାଙ୍କ ସହ ଚା' ପିଇବା ସହିତ ସେଲ୍ଫି ନେଇଥିଲେ ଗଣମାଧ୍ୟମ ପ୍ରତିନିଧି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ
Last Updated : Feb 3, 2023, 8:19 PM IST