Army Day: ପ୍ରଦର୍ଶିତ ହେଲା ବିଶ୍ବର ବୃହତ୍ତମ ଖଦି ନିର୍ମିତ ତ୍ରିରଙ୍ଗା

By

Published : Jan 15, 2022, 10:37 PM IST

thumbnail
ଜୟପୁର: ଭାରତୀୟ ସ୍ଥଳସେନା ପ୍ରତିଷ୍ଠା ଦିବସ ଅବସରରେ ପ୍ରଦର୍ଶିତ ହେଲା ବିଶ୍ବର ସର୍ବବୃହତ ଖଦି ନିର୍ମିତ ତ୍ରିରଙ୍ଗା । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଆଜି ସେନା ଦିବସ । ଏହି ଅବସରରେ ରାଜସ୍ଥାନର ଜୈସେଲମେର ବିଶ୍ବର ସର୍ବବୃହତ ତ୍ରିରଙ୍ଗାକୁ ପ୍ରଦର୍ଶିତ କରିିଛି ଭାରତୀୟ ସେନା । ଏହାର ଲମ୍ବ 225 ଫୁଟ, ପ୍ରସ୍ଥ 150 ଫୁଟ ଏବଂ ଓଜନ ପ୍ରାୟ ଏକ ଟନ୍ ରହିଛି । ଏହା ପ୍ରାୟ ଏହି 37 ହଜାର 500 ବର୍ଗଫୁଟ ଆୟତନର । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.