ଗାଡି ଚାଳକଙ୍କ କାରନାମା: ନିୟମ ଭାଙ୍ଗିଲେ, ଟ୍ରାଫିକ୍‌ ପୋଲିସକୁ କଚାଡିଲେ - ଟ୍ରାଫିକ୍‌ ପୋଲିସ

🎬 Watch Now: Feature Video

thumbnail

By

Published : Oct 15, 2020, 11:35 AM IST

ନୂଆଦିଲ୍ଲୀ: ଗାଡି ଚାଳକଙ୍କ କାରନାମା । ଗାଡି ଅଟକାଇବାରୁ ଟ୍ରାଫିକ୍‌ ପୋଲିସକୁ ଗାଡି ଆଗରେ ନେଇ ରାସ୍ତାରେ ଫୋପାଡିଦେଲା ଚାଳକ । ଅକ୍ଟୋବର 12 ତାରିଖର ଘଟଣା । ସିସିଟିଭିରେ କଏଦ ହେଲା ଦୃଶ୍ୟ । ଦିଲ୍ଲୀ କାଣ୍ଟ ପୋଲିସ ଷ୍ଟେସନରେ ଚାଳକ ଶୁଭମ୍‌ଙ୍କ ନାମରେ ମାମଲା ରୁଜୁ । ଚାଳକ ଗିରଫ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.