କାରଗିଲ ବିଜୟ ଦିବସ@21: ବୀର ଶହୀଦଙ୍କୁ ଝୁରୁଛି ଦେଶ

By

Published : Jul 26, 2020, 12:35 PM IST

Updated : Jul 26, 2020, 1:03 PM IST

thumbnail
ନୂଆଦିଲ୍ଲୀ: ଆଜି କାରଗିଲ ବିଜୟ ଦିବସ । ବୀର ଶହୀଦ ଯବାନଙ୍କୁ ମନେ ପକାଉଛି ଦେଶ । ସେନାଙ୍କ ବଳିଦାନ ଆଗରେ ମୁଣ୍ଡ ନୁଆଁଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ସଭିଏଁ । ଏହି କାରଗିଲ ବିଜୟ ଦିବସର 21ତମ ବର୍ଷ ପୂର୍ତ୍ତିରେ ନ୍ୟାସନାଲ ଓ୍ବାର ମେମୋରିଆଲରେ ଠାରେ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି 3ସେନା ମୁଖ୍ୟ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jul 26, 2020, 1:03 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.