ଜଙ୍ଗଲ ବାହାରେ 4 ବାଘ, ଭିଡିଓ ଭାଇରାଲ - ରାସ୍ତାରେ ବାଘ ବିଭିଓ ଭାଇରାଲ ଘଟଣା ମଧ୍ୟପ୍ରଦେଶ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9569731-thumbnail-3x2-tiger.jpg)
ଭୋପାଲ: ମଧ୍ୟପ୍ରଦେଶସ୍ଥିତ ହୋଶଙ୍ଗାବାଦ ସତପୁରା ଟାଇଗର ରିଜର୍ଭ ଜଙ୍ଗଲରେ ଥିବା 4ଟି ବାଘ ହଠାତ୍ ଯାଞ୍ଚପୋଷ୍ଟ ନିକଟକୁ ପଳାଇ ଆସିଥିଲେ । ଚେକ ପୋଷ୍ଟରେ ବାଘଗୁଡିକ ପ୍ରବେଶ କରିବା ମାତ୍ରେ ପୋଷ୍ଟ କର୍ମଚାରୀମାନେ ଭୟଭୀତ ହୋଇ କବାଟ ବନ୍ଦ କରି ଭିତରେ ରହିଯାଇଥିଲେ । ପ୍ରାୟ ଅଧ ଘଣ୍ଟା ଧରି ବାଘଗୁଡିକ ଚେକପୋଷ୍ଟ ନିକଟରେ ଚଳପ୍ରଚଳ କରିଥିଲେ । ଏସବୁ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ଚେକ୍ ପୋଷ୍ଟ କର୍ମଚାରୀମାନେ ମୋବାଇଲ୍ କଏଦ୍ କରିଥିଲେ। ଘଟଣାଟି କିଛିଦିନ ପୁରୁଣା । ଏହାର ଭିଡିଓ ହଠାତ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ