‘ପରୀକ୍ଷା ପେ ଚର୍ଚ୍ଚା’ ରେ ପ୍ରଧାନମନ୍ତ୍ରୀ; ବିଫଳତା ଦିଏ ସଫଳତାର ସନ୍ଦେଶ - Talkatora Stadium
🎬 Watch Now: Feature Video
ପରୀକ୍ଷା ଜୀବନ ନୁହେଁ, ଏହା ଜୀବନର ଏକ ଅଂଶ । କିନ୍ତୁ ପରୀକ୍ଷାକୁ ନେଇ ଚିନ୍ତିତ ନହୋଇ ସାମ୍ନା କରିବାକୁ ସାମର୍ଥ୍ୟ ଏକଜୁଟ କର । ପ୍ରତିଟି ବିଫଳତା ଜୀବନର ସଫଳତାର ମାର୍ଗ ଦେଖାଇଥାଏ ବୋଲି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗଦେଇ ସାରାଦେଶର ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି ଆତ୍ମ ସଂଜୀବନୀ ।