ସର୍ବକନିଷ୍ଠ ପର୍ବତାରୋହୀ କାମ୍ୟାଙ୍କ ସହ ‘ଇଟିଭି ଭାରତ’ର ସ୍ବତନ୍ତ୍ର ସାକ୍ଷାତ - ସର୍ବକନିଷ୍ଠ ପର୍ବତାରୋହୀ କାମ୍ୟା
🎬 Watch Now: Feature Video
ମୁମ୍ବାଇ: ମୁମ୍ବାଇର 12 ବର୍ଷୀୟ କାମ୍ୟା କାର୍ତ୍ତିକେୟନ । ଛୋଟ ବୟସରେ ବି ନିଜ କଳା ଯୋଗୁଁ ଆଜି ବିଶ୍ବରେ ବେଶ୍ ପରିଚିତ ହୋଇପାରିଛନ୍ତି । ଦକ୍ଷିଣ ଆମେରିକାର ସର୍ବୋଚ୍ଚ ଗିରିଶୃଙ୍ଘ 'ମାଉଣ୍ଟ ଆକନକାଗୁଆ'ର ଶୀର୍ଷରେ ପହଞ୍ଚି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ଆଣି ପାରିଛନ୍ତି ସେ । ବିଶ୍ବର ସର୍ବ କନିଷ୍ଠ ପର୍ବତାରୋହୀ କାମ୍ୟାଙ୍କ ସହ ଇଟିଭି ଭାରତ କରିଥିଲା ସ୍ବତନ୍ତ୍ର ସାକ୍ଷାତକାର ।