ମଥୁରାରେ ଏମିତି ପାଳନ ହେଲା ହାତୀର ଜନ୍ମଦିନ, ଦେଖନ୍ତୁ ମଜାଳିଆ ଦୃଶ୍ୟ

By

Published : Jul 6, 2021, 8:00 PM IST

thumbnail

ଲକ୍ଷ୍ନୌ: ସାଧାରଣତଃ ଲୋକମାନେ ନିଜ ଆତ୍ମୀୟ ସ୍ବଜନଙ୍କ ସହିତ ଛୋଟ ଛୋଟ ପିଲାଙ୍କ ଜନ୍ମଦିନକୁ ପାଳନ କରିଥାନ୍ତି । କିନ୍ତୁ କୌଣସି ହାତୀର ଜନ୍ମଦିନ ପାଳନ କରିବା ହୁଏତ ଆପଣ ଦେଖିନଥିବେ କି ଶୁଣିନଥିବେ । କିନ୍ତୁ ଉତ୍ତରପ୍ରଦେଶର ମଥୁରାରେ 'ରାଜୁ' ନାମକ ଏକ ହାତୀର ଜନ୍ମଦିନକୁ ପାଳନ କରାଯାଇଛି । ରାଜ୍ୟର ଆଗ୍ରା ଦିଲ୍ଲୀ ରାଜମାର୍ଗ ନିକଟରେ ଥିବା ହାତୀ ସଂରକ୍ଷଣ କେନ୍ଦ୍ରରେ ରାଜୁର ଜନ୍ମଦିନକୁ ପାଳନ କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.