ମିସାଇଲ QRSAM ର ସଫଳ ପରୀକ୍ଷଣ

By

Published : Nov 17, 2020, 7:52 PM IST

thumbnail
ବାଲେଶ୍ବର: ପୁଣି ଡିଆରଡିଓକୁ ମିଳିଲା ଆଉ ଏକ ସଫଳତା । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇଥିବା କ୍ୟୁକ୍ ରିଆକସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ (କ୍ୟୁଆରଏସଏଏମ୍) ସଫଳତାର ସହ ଲକ୍ଷ୍ୟଭେଦ କରିଛି । ତେବେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର କ୍ବିକ୍ ରିଆକ୍‌ସନ୍‌ ସରଫେସ୍‌ ଟୁ ଏୟାର ମିସାଇଲ ବା QRSAM ସଫଳତାର ସହିତ ଲକ୍ଷ୍ୟ ଭେଦ କରିଛି । ଏହି କ୍ଷେପଣାସ୍ତ୍ରଟି ଯେକୌଣସି ସ୍ଥାନରୁ ମୋବାଇଲ୍‌ ଲଞ୍ଚର ସହାଯ୍ୟରେ ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଧ୍ବଂସ କରିପାରିବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.