ଝଲସୁଛି ଉଜୈନ ମହାକାଳ ମନ୍ଦିର, ବାଣ ଫୁଟାଇ ବାବାଙ୍କ ସହ ଦୀପାବଳି ପାଳିଲେ ପୂଜକ

🎬 Watch Now: Feature Video

thumbnail

By

Published : Nov 4, 2021, 10:03 AM IST

ଭୋପାଳ: ମଧ୍ୟପ୍ରଦେଶ ଉଜୈନ ସ୍ଥିତ ବାବା ମହାକାଳ ମନ୍ଦିରରେ ପାଳନ ହେଲା ଦୀପାବଳି । ଆଜି ସକାଳୁ ବାବାଙ୍କ ଭସ୍ମ ଆଳତି କରାଯିବା ସହ ମନ୍ଦିରରେ ବାଣ ଫୁଟାଇ ବାବାଙ୍କ ସହ ଦୀପାବଳି ପାଳିଛନ୍ତି ପୂଜାପଣ୍ଡା ଓ ଶ୍ରଦ୍ଧାଳୁ । ଆଜି ବାବାଙ୍କୁ ଫଳରସରେ ସ୍ନାନ କରାଯାଇ ରାଜକୀୟ ମୁକୁଟ ପିନ୍ଧାଯିବା ସହ ୫୬ ପ୍ରକାର ଭୋଗ ଲାଗି ହୋଇଛି । କୁହାଯାଏ, ଦେଶରେ ସର୍ବପ୍ରଥମେ ବାବା ମହାକାଳଙ୍କ ମନ୍ଦିରରେ ଦୀପାବଳି ପାଳନ ହୁଏ ଏବଂ ପରେ ଅନ୍ୟ ସ୍ଥାନରେ ଦୀପାବଳି ପାଳନ୍ତି ଲୋକେ । ପ୍ରାଚୀନ କାଳରୁ ଏହି ପରମ୍ପରା ଚାଲିଆସୁଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.