କୋଭିଡ ସେଣ୍ଟରରେ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା - କୋଭିଡ କେନ୍ଦ୍ରରେ ପୂଜା ଘଟଣା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9258430-thumbnail-3x2-garba.jpeg)
ଗାନ୍ଧୀନଗର: ଗୁଜୁରାଟର କୋଭିଡ ହସ୍ପିଟାଲରେ କର୍ମଚାରୀ ଓ ରୋଗୀ ଡାକ୍ତରଖାନାରେ ମାତାଜୀଙ୍କ ପୂଜାର୍ଚ୍ଚନା କରିଛନ୍ତି । ବିଶ୍ବବ୍ୟାପୀ କୋରୋନା ପ୍ରଭାବ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗୁଜୁରାଟ ବରଡୋଲିର ଶିବାଜୀ ଚୌକ ନିକଟରେ ଆଇ ଏମ୍ ହ୍ୟୁମାନ୍ ଚାରିଟେବୁଲ୍ ଟ୍ରଷ୍ଟ ଦ୍ବାରା ପରିଚାଳିତ ଗ୍ରୀନ୍ ଆପଲ୍ ଏବଂ ଗାଲାକ୍ସି କୋଭିଡ୍ ସେଣ୍ଟରର ଡାକ୍ତର ଏବଂ କର୍ମଚାରୀମାନେ ରୋଗୀଙ୍କ ସହ ମା ଦୂର୍ଗାଙ୍କର ପୂଜା କରିବା ସହ ଗରବା କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ