Etv Bharat Digital Dialogue: ଓଡିଶା ଚାଷୀ ମଣ୍ଡି ବଦଳରେ ମିଲର୍ସଙ୍କ ପାଖକୁ ଯାଉଛନ୍ତି

By

Published : Dec 25, 2021, 6:09 PM IST

thumbnail

ଭୁବନେଶ୍ବର: ରାଜ୍ୟ ସରକାର କେବଳ ରାଜନୈତିକ ସ୍ବାର୍ଥ ଓ ଭୋଟ ବ୍ୟାଙ୍କ ପାଇଁ କାମ କରୁଛନ୍ତି । ରାଜ୍ୟରେ ମଣ୍ଡି ବ୍ୟବସ୍ଥା ସ୍ଥିତି ସଂଗୀନ । ଚାଷୀ ଧାନ ବିକ୍ରି କରିପାରୁନାହାଁନ୍ତି । ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ବ୍ୟାପକ ଯୋଜନା କରିଛନ୍ତି । ରାଜ୍ୟ ସରକାରଙ୍କ ପାଇଁ କୃଷକ ତାର ଲାଭ ପାଉନାହାଁନ୍ତି । ଗ୍ରାମଞ୍ଚଳରେ ରାଜ୍ୟ ସରକାରଙ୍କ ପ୍ରତି ବ୍ୟାପକ ଅସନ୍ତୋଷ ରହିଛି । ଦଳୀୟ ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ କରାଗଲା । ସାକ୍ଷାତକାରରେ ଏଭଳି ତମାମ ଅଭିଯୋଗ କରିଛନ୍ତି ପ୍ରଦୀପ ପୁରୋହିତ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.