ତୈଳ ଦର ବୃଦ୍ଧିକୁ ନେଇ ଦିଦିଙ୍କ ଅଭିନବ ପ୍ରତିବାଦ

By

Published : Feb 25, 2021, 1:17 PM IST

Updated : Feb 25, 2021, 1:29 PM IST

thumbnail
କୋଲକାତା: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଉପରେ ତୃଣମୂଳ କଂଗ୍ରେସର ଅଭିନବ ପ୍ରତିବାଦ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍କୁଟରରେ ବୁଲିଛନ୍ତି । ଦେହରେ ପୋଷ୍ଟର ମାରି ତୈଳ ଦର ବୃଦ୍ଧି ବିରୋଧରେ ଅଭିନବ ପ୍ରତିବାଦ କରିଛନ୍ତି ଦିଦି । ଆଜି ମମତା ବୈଦ୍ୟୁତିକ ବାଇକରେ ହାଜ୍ରା ଠାରୁ ନାବନା ଯାଏଁ ସ୍କୁଟିରେ ଯାତ୍ରା କରିଥିଲେ ।
Last Updated : Feb 25, 2021, 1:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.