ଭୂମିପୂଜା ପୂର୍ବରୁ ବାସଭବନରେ ଦୀପୋତ୍ସବ ପାଳିଲେ ଯୋଗୀ ଆଦିତ୍ୟନାଥ - ରାମ ମନ୍ଦିର ଭୂମିପୂଜା

🎬 Watch Now: Feature Video

thumbnail

By

Published : Aug 5, 2020, 12:07 AM IST

ଅଯୋଧ୍ୟା: ରାମ ଜନ୍ମଭୂମିରେ ଆସନ୍ତାକାଲି(ବୁଧବାର ) ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ବାସଭବନରେ ଉତ୍ସବର ଆୟୋଜନ କରିଛନ୍ତି । ପୂର୍ଣ୍ଣ କଳସ ବସାଇବା ସହ ଦୀପ ପ୍ରଜ୍ଜଳନ କରି ପାଳନ ଉତ୍ସବ ମନାଉଛନ୍ତି । ଦେଖନ୍ତୁ ଭିଡିଓ....

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.