thumbnail

By

Published : Jan 21, 2022, 12:44 PM IST

ETV Bharat / Videos

ଉତ୍ତରାଖଣ୍ଡ ଗଙ୍ଗୋତ୍ରିରେ ଭୂସ୍ଖଳନ, ଦେଖନ୍ତୁ ଦୃଶ୍ୟ

ଡେରାଡୁନ: ଉତ୍ତରାଖଣ୍ଡରେ ଭୂସ୍ଖଳର ଭୟଙ୍କର ଚିତ୍ର । ପାହାଡରୁ ଆବର୍ଜନା ଆସିବାରୁ ଗୁରୁବାର ଋଷିକେଶ ଗଙ୍ଗୋତ୍ରି ରାଜପଥ ବନ୍ଦ ରହିବା ସହ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଥିଲା । ଏହାପରେ ଆବର୍ଜନାକୁ ନିଷ୍କାସନ କରିବା ପରେ ଗତକାଲି ରାଜପଥକୁ ଖୋଲା ଯାଇଥିଲା । କିନ୍ତୁ ସକାଳ ସମୟରେ ପୁଣି ନିକଟ ପାହାଡରେ ଭୁସ୍ଖଳନ ହୋଇଥିଲା । ଯାହାର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.