ଅବସରପ୍ରାପ୍ତ କର୍ଣ୍ଣେଲ ଜୟବାନ୍ ସିଂଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

By

Published : Jun 16, 2020, 10:54 PM IST

thumbnail
ହାଇଦ୍ରାବାଦ: ‘ଇଟିଭି ଭାରତ’ର ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମିଲ ହୋଇଛନ୍ତି କର୍ଣ୍ଣେଲ (ଅବସରପ୍ରାପ୍ତ) ଜୟବାନ୍ ସିଂ, ଯିଏ କି ଭାରତୀୟ ପ୍ରତିରକ୍ଷା ଏବଂ ସୁରକ୍ଷା ବ୍ୟାପାର ବିଭାଗର ବିଶେଷଜ୍ଞ ରହିଛନ୍ତି । ଭାରତ-ଚୀନ୍ ବିବାଦ ଏବଂ ତିନି ଭାରତୀୟ ସେନା କର୍ମଚାରୀ - ଜଣେ ଅଧିକାରୀ ଏବଂ ଦୁଇ ଜଣ ଯବାନଙ୍କ ମୃତ୍ୟୁ ଉପରେ ସେ ନିଜର ମତ ରଖିଛନ୍ତି । ଅନ୍ୟପଟେ ଭାରତ ଯଦି ଗାଲୱାନ ଅଞ୍ଚଳରେ ସାମରିକ ସୁବିଧା ଦେବାକୁ ଚାହୁଁଛି ତେବେ ଚୀନକୁ ଦୃଢ ଜବାବ ଦେବାକୁ ପଡିବ ବୋଲି ସେ କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.