ରାତି ପାହିଲେ ସ୍ବାଧୀନତା ଦିବସ, ରଙ୍ଗୀନ ହେଲା ଡ୍ୟାମ ଓ ବ୍ରିଜ

By

Published : Aug 14, 2021, 10:44 PM IST

thumbnail
କୋଲକାତା/କାଶ୍ମୀର: ସ୍ବାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ଉତ୍ସବମୁଖର ହେଲା ସାରା ଦେଶ । ଆଲୋକମାଳାରେ ଝଲସିଲା ଦେଶର ବିଭିନ୍ନ ଐତିହ୍ୟ । ଏଥିରୁ ବାଦ ପଡିନି ବିଭିନ୍ନ ଡ୍ୟାମ ଓ ବ୍ରିଜ । କୋଲକାତାର ପ୍ରସିଦ୍ଧ ହାଓ୍ବଡା ବ୍ରିଜ ଓ ଜମ୍ମୁ କାଶ୍ମୀରର ସାଲାଲ ଡ୍ୟାମ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.