ପ୍ରବଳ ତୁଷାରପାତ ବି ରୋକିପାରେନି ଭକ୍ତର ଭକ୍ତି, ଦେଖନ୍ତୁ ଭିଡିଓ - ପ୍ରବଳ ତୁଷାରପାତରେ ବି ଚାଲିଛି ଭକ୍ତଙ୍କ ପୂଜା

🎬 Watch Now: Feature Video

thumbnail

By

Published : Jan 13, 2020, 2:51 PM IST

ସିମଲା: ହିମାଚଳ ପ୍ରଦେଶରେ ଜାରି ରହିଛି ତୁଷାରପାତ । ରାଜ୍ୟର ପ୍ରସିଦ୍ଧ ରୋହଡୁ ସ୍ଥିତ ରାନୋଲ ଗାଁରେ ନିର୍ମିତ ଖୁଣ୍ଟ ମହାରାଜ ମନ୍ଦିରରେ ଶାନ୍ଦ ନମକ ଏକ ଯଜ୍ଞ ଆୟୋଜନ କରାଯାଇଥିଲା । ଜାନୁଆରୀ 8 ତାରିଖରେ 29 ବର୍ଷ ପୂର୍ତ୍ତୀ ଅବସରରେ ଖୁଣ୍ଟ ମହାରାଜଙ୍କ ମନ୍ଦିରରେ ଶାନ୍ଦ ଯଜ୍ଞ କରାଯାଇଛି । ଏଠାରେ ପ୍ରବଳ ତୁଷାରପାତ ହେବା ସତ୍ତ୍ବେ ଖୁଣ୍ଟ ମହାରାଜଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ହିମସ୍କଳନ ବେଳେ ରାସ୍ତାରେ ଥିବା ପର୍ଯ୍ୟଟକ ଏବଂ ଅନ୍ୟାନ୍ୟ ଲୋକେ ମଧ୍ୟ ଫସିରହିଥିବାବେଳେ କିଛି ଲୋକେ ଏହାର ଭିଡିଓ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.