Digital Dialogue: ଅଭିଜିତ ମିଶ୍ର କାହିଁକି ଅଧିକ ଓଡିଆ ଗୀତ ଗାଉନାହାଁନ୍ତି?
🎬 Watch Now: Feature Video
ଭୁବନେଶ୍ବର: ନବବର୍ଷ2022 ରେ ‘ଇଟିଭି ଭାରତ ଡିଜିଟାଲ ଡାଇଲଗ’ କାର୍ଯ୍ୟକ୍ରମର ପ୍ରଥମ ଅତିଥୀ ହେଉଛନ୍ତି ଜଣାଶୁଣା ସୁ-ପରିଚିତ କଣ୍ଠଶିଳ୍ପୀ ଅଭିଜିତ ମିଶ୍ର । ଶାସ୍ତ୍ରୀୟ, ଆଧୁନିକ, ଭୋଜନ ରୋମାଣ୍ଟିକ ଗୀତ ଗାଇ ସେ ସାରା ରାଜ୍ୟରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ତେବେ ସଂଗୀତକୁ ନେଇ କଣ ତାଙ୍କର ରହିଛି ଇଚ୍ଛା, ଆଗକୁ କିଭଳି ଗୀତ ଗାଇବେ ଅଭିଜିତ, ତମାମ ପ୍ରସଙ୍ଗରେ ତାଙ୍କସହ ଆଲୋଚନା କରିଛନ୍ତି ଆମ ବ୍ୟୁରୋ ଚିଫ ରୁଦ୍ର ନାରାୟଣ ଦାସ । ଦେଖନ୍ତୁ ସାକ୍ଷାତକାର....
Last Updated : Jan 1, 2022, 7:09 PM IST