5 ଶତାବ୍ଦୀର ସଂଘର୍ଷ ପରେ ରାମ ମନ୍ଦିର ନିର୍ମାଣ ଦେଶ ପାଇଁ ସୌଭାଗ୍ୟ: ଉମା ଭାରତୀ

By

Published : Jul 24, 2020, 7:42 PM IST

thumbnail
ଭୋପାଳ: ଅଯୋଧ୍ୟାରେ ଆସନ୍ତା ଅଗଷ୍ଟ 5ରେ ହେବ ରାମ ମନ୍ଦିରର ଶିଳାନ୍ୟାସ । ଏହାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି । ପ୍ରଧାନମନ୍ତ୍ରୀ ଅଯୋଧ୍ୟା ପହଞ୍ଚି ମନ୍ଦିରର ଶିଳାନ୍ୟାସ କରିବେ । ତେବେ ରାମ ମନ୍ଦିର ସହ ଜଡିତ ମାମଲା ବିଷୟରେ ଇଟିଭି ଭାରତ ସହ ସ୍ବତନ୍ତ୍ର ଆଲୋଚନା କରିଛନ୍ତି ବିଜେପି ନେତ୍ରୀ ଉମା ଭାରତୀ । ପାଞ୍ଚ ଶତାବ୍ଦୀର ସଂଘର୍ଷ ପରେ ରାମ ମନ୍ଦିରର ନିର୍ମାଣ ଦେଶ ପାଇଁ ସୌଭାଗ୍ୟ ବୋଲି କହିଛନ୍ତି ଉମା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.