89ତମ ଜୟନ୍ତୀରେ ମନେ ପଡନ୍ତି ମିସାଇଲ ମ୍ୟାନ

By

Published : Oct 15, 2020, 7:28 PM IST

thumbnail
ନୂଆଦିଲ୍ଲୀ: ଅକ୍ଟୋବର 15 । ମହାମାନବ ଡଃ ଏପିଜେ ଅବଦୁଲ କଲାମଙ୍କର 89 ତମ ଜନ୍ମବାର୍ଷିକୀ । ଖାଲି ଭାରତକୁ ପରମାଣୁ ଶକ୍ତିସଂପନ୍ନ ଦେଶ କରିବାରେ ତାଙ୍କର ଭୂମିକା ନଥିଲା ବରଂ ସେ ଛାତ୍ର ସମାଜକୁ ପ୍ରଗତି ପଥରେ ଆଗେଇବାକୁ ପ୍ରେରଣା ବି ଯୋଗାଇଥିଲେ । ନିଜେ ସାରାଜୀବନ ଅବିବାହିତ ରହିଥିଲେ ସିନା କିନ୍ତୁ ଶିଶୁମାନଙ୍କ ପ୍ରତି ଥିଲା ତାଙ୍କର ଅଗାଢ ପ୍ରେମ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.